ରାଜ୍ୟରେ ଲାଗୁ ହେବ ପିଏମ ଓଷା ଯୋଜନା

କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଏମ ଓଷା ପାଇଁ ଏମଓୟୁ ସ୍ଵାକ୍ଷରିତ ହୋଇଛି । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପିଏମ ଓଷା ଯୋଜନା କରାଯାଇଛି । ଏହି ଯୋଜନା ପାଇଁ ଉନ୍ନତମାନର ଭିତ୍ତିଭୂମିର ବିକାଶ , ପାଠ୍ୟକ୍ରମ ଓ ନିଯୁକ୍ତି ପ୍ରକ୍ରିୟା ପାଇଁ ସହାୟକ ହେବ  । ଶିକ୍ଷକଙ୍କ ତାଲିମ ଓ ପାଠ୍ୟକ୍ରମ ଉପରେ ଗୁରୁତ୍ଵ ଦିଆଯିବ ।

Leave a Reply

Your email address will not be published. Required fields are marked *