ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ଇଭେଣ୍ଟରେ ପ୍ରୀତି ପାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଦେଶ ପାଇଁ ଗର୍ବର ମୁହୂର୍ତ୍ତ, ପ୍ୟାରିସ୍ ପାରାଲିମ୍ପିକ୍ସରେ ମହିଳା ବିଭାଗରେ T35 100 ମିଟର ଇଭେଣ୍ଟରେ ଭାରତର ପ୍ରୀତି ପାଲ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି | ପାରାଲିମ୍ପିକ୍ ଗେମ୍ସରେ ତାଙ୍କର ଚମତ୍କାର ପ୍ରଦର୍ଶନ ଭାରତ ପାଇଁ ଏକ ଗୌରବପୂର୍ଣ୍ଣ  ସଫଳତା ଆଣିଛି । ଆଥଲେଟିକ୍ସରେ ଭାରତ ପାଇଁ ଏକ ମୂଲ୍ୟବାନ ପଦକ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *