କୋଲକାତାରେ ଆଜି ଆସିବ ନୂଆ ବିଲ୍, ୧୦ ଦିନରେ ଦୁଷ୍କର୍ମକାରୀ ହେବେ ଦୋଷୀ ସାବ୍ୟସ୍ତ l ଏହି ବିଲର ନାଁ ରହିଛି ଅପରାଜିତା ୱିମେନ୍ ଆଣ୍ଡ ଚାଇଲ୍ଡ (ପଶ୍ଚିମବଙ୍ଗ ଅପରାଧିକ ଆଇନ ସଂଶୋଧନ) । ବିଲ ଆଗତ ପରେ ରାଜ୍ୟପାଳଙ୍କ ଜରିଆରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।