କର୍ଣ୍ଣାଟକ ସରକାର ଡେଙ୍ଗୁକୁ ମହାମାରୀ ଘୋଷଣା କଲେ

କର୍ଣ୍ଣାଟକ: ରାଜ୍ୟରେ ଡେଙ୍ଗୁ  ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ରାଜ୍ୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁକୁ  ମହାମାରୀ ବୋଲି ଘୋଷଣା କରିଲେ।  

Leave a Reply

Your email address will not be published. Required fields are marked *