ମାଲକାନଗିରିରେ ଅତି ପ୍ରବଳ ବର୍ଷା ନେଇ ଆର୍ଲଟ।

ମାଲକାନଗିରିରେ ଅତି ପ୍ରବଳ ବର୍ଷା ନେଇ ରେଡ ଆର୍ଲଟ ଜାରି ହୋଇଛି । ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ପାଇଁ ଆସନ୍ତାକାଲି ବନ୍ଦ ରହିବ ଜିଲ୍ଲାର ସମସ୍ତ  ସ୍କୁଲ ଓ ଅଙ୍ଗନବାଡି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ସ୍ଥିତି । ଅତ୍ୟଧିକ ବର୍ଷା ଯୋଗୁଁ ମାଲକାନଗିରିରେ ବିଭିନ୍ନ ଜାଗାକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *