ମଣିଷ ଦେହରେ ବାର୍ଡଫ୍ଲୁ ସନ୍ଦେହ ?

ମଣିଷ ଦେହରେ ବାର୍ଡଫ୍ଲୁ ସନ୍ଦେହରେ ପରୀକ୍ଷା ପାଇଁ ଗଲା ୫ କୁକୁଡା ଚାଷୀଙ୍କ ସାବ ନମୁନା । ସନ୍ଦିଗ୍ଧ ୫ ଜଣ କୁକୁଡା ଚାଷୀଙ୍କୁ ରଖାଯାଇଛି ହୋମ କ୍ଵାରେଣ୍ଟାଇନରେ । ଏହି ୫ ଜଣ ଚାଷୀଙ୍କ ପାଖରେ ଜ୍ଵର ,ଥଣ୍ଡା ଓ କାଶ ଭଳି ଲକ୍ଷଣ ଦେଖାଯାଇଛି । କେନ୍ଦ୍ରାପଡାରେ ମଣିଷ ଦେହରେ ବାର୍ଡଫ୍ଲୁ ସଂକ୍ରମଣ ଆଶଙ୍କା ରହିଛି  । ତେଣୁ ଘର ଘର ବୋଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଲୋକଙ୍କୁ ସଚେତନ କରିବା ପାଇଁ ଆଶା ଓ ଅଙ୍ଗନବାଡି କର୍ମୀ ନିୟୋଜିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *