୧କୋଟି ଟପିଲା ସୁଭଦ୍ରା ପଞ୍ଜିକରଣ

୧କୋଟି ଟପିଲା ସୁଭଦ୍ରା ପଞ୍ଜିକରଣ । ଓଡ଼ିଶାରେ ଗତକାଲି ସୁଦ୍ଧା ୧କୋଟି ୨୦ହଜାର ମହିଳା ସୁଭଦ୍ରା ଯୋଜନା ପାଇଁ କରିଛନ୍ତି ପଞ୍ଜିକରଣ । ଆସନ୍ତାକାଲି ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *