ଆଜି ହେଉଛି କୁମାର ପୂର୍ଣ୍ଣିମା

ଆଜି ହେଉଛି କୁମାର ପୂର୍ଣ୍ଣିମା, କୁମାରୀ ମାନଙ୍କ ପୂଜା କୁଆଁର ପୁନେଇ ପର୍ବ, ବିରାଜିବେ ମାଆ ଧନଦାତ୍ରୀ l କୁମାରୀମାନେ ସକାଳୁ ଉଠି ତୁଳସୀ ଚଉରାକୁ ସଫାକରି ସଜ୍ଜିତ କରି ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ସୁନ୍ଦର ଜୀବନ ସାଥୀର କାମନା କରିଥାନ୍ତି l ଓଡ଼ିଶାର ଏହା ଏକ ଗଣପର୍ବ ।

Leave a Reply

Your email address will not be published. Required fields are marked *