ଜନତା ମଇଦାନରେ ପ୍ରଧାନମନ୍ତ୍ରୀ । ଭିସିରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟ ଦିବସରେ ସାମିଲ । ପ୍ରବାସୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଦେଲେ । ଓଡିଶା ସମୃଦ୍ଧ ଐତ୍ୟହର ପ୍ରତିବିମ୍ବ । ଜଗନ୍ନାଥ ଓ ଲିଙ୍ଗରାଜ ଭୂମିରେ ସ୍ଵାଗତ କହିଲେ ପ୍ରଧାନମନ୍ତ୍ରୀ । ଖଣ୍ଡଗିରି, ଉଦୟଗିରି ଓ କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡିଶାର ବଣିକ ବିଦେଶ ଯାତ୍ରା କରୁଥିଲେ । ଓଡିଶାରେ ବାଲିଯାତ୍ରା ଆୟୋଜନ ହେଉଛି । ଧଉଳି ନାଁ ରେ ସ୍ଥାନ ଅଛି ଯାହା ଶାନ୍ତିର ବଡ ପ୍ରତୀକ । ସମ୍ରାଟ ଅଶୋକ ଏଠାରୁ ଶାନ୍ତିର ରାସ୍ତା ବାଛିଥିଲେ । କିଛିଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ପୋଙ୍ଗଲ ,ବିହୁ ମଧ୍ୟ ପାଳନ ହେବ । ସବୁଠି ଉତ୍ସବର ବାତାବରଣ ।