ଆଉ ଚାରିଦିନ ପ୍ରବଳ ଶୀତ ହେବ।

ଗତ କାଲିର ତାପମାତ୍ରା, ଫୁଲବାଣୀ ୪.୮ ଡିଗ୍ରୀ, ସେମିଳିଗୁଡ଼ା ୭.୨, ଦାରିଙ୍ଗିବାଡ଼ି ଓ ଝାରସୁଗୁଡ଼ା ୯, ରାଉରକେଲା ୯.୫, ଭଦ୍ରକ ୧୦, କେନ୍ଦୁଝର ୧୦.୪, କୋରାପୁଟ ୧୦.୫, ଭବାନୀପାଟଣା ୧୦.୬ ଡିଗ୍ରୀ

Leave a Reply

Your email address will not be published. Required fields are marked *