ଆସନ୍ତାକାଲି ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ

ଆସନ୍ତାକାଲି ୭୬ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ବରର ଗାନ୍ଧି ମାର୍ଗରେ ହେବ ରାଜ୍ୟସ୍ତରୀୟ ପରେଡ୍। ଏଥିରେ ଭାଗ ନେବେ ୪୯ଟି ମାର୍ଚ୍ଚିଂ କଣ୍ଟିନଜେଣ୍ଟ। ପରେଡ଼ ସ୍ଥଳ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ।

Leave a Reply

Your email address will not be published. Required fields are marked *