ଆର୍ଥିକବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଆଗତ କରିବେ। ବଜେଟ ଆକଳନ ଗତ ଆର୍ଥିକବର୍ଷରୁ ଅଧିକ ରହିବ ବୋଲି କୁହାଯାଉଛୁ। ବଜେଟ୍ ଆଗତ ପୂର୍ବରୁ ଅଂଶୀଦାରଙ୍କ ମୋହନ ସରାକାର ମଧ୍ୟ ପରାମର୍ଶ ଲୋଡିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ବୌଠକ ଡାକିଥିଲେ।

Sense and Sensible