ଆୟବହିର୍ଭୁତ  ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ

ITDAର  ପ୍ରକଳ୍ପ  ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ଘରେ ରେଡ଼ ।  ଏକା ସମୟରେ ୭ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ।  ବଣାଇ ITDAର  ପ୍ରକଳ୍ପ ଅଧିକାରୀଙ୍କ ପୁଳା ପୁଳା ପ୍ଳଟ ,ଫ୍ଲାଟ ଓ ସୁନା ଗହଣା । ରେଡରୁ ପୁଳା ପୁଳା ପ୍ଳଟ ଠାବ । ଭୁବନେଶ୍ଵର , ଯାଜପୁର, ବଣାଇ  ଓ ବାଲେଶ୍ଵର ରେ ଚଢାଉ ।  ଭୁବନେଶ୍ଵର ଓ ପୁରୀରେ ୯ଟି ପ୍ଳଟ ଠାବ । ଭୁବନେଶ୍ଵରରେ ରହିଛି ବହୁତଳ କୋଠା ଓ ୨ଟି ଫ୍ଲାଟ । ବର୍ତ୍ତମାନ ସୁଦ୍ଧା ଜବଦ ହୋଇଛି ୧୫୦ ଗ୍ରାମ ସୁନା ।

Leave a Reply

Your email address will not be published. Required fields are marked *