ମ୍ୟାଟ୍ରିକ ପରୀକ୍ଷା ନେଇ ବୋର୍ଡର ପ୍ରେସମିଟ । ଫେବୃଆରି ୨୧ରୁ ଆରମ୍ଭ ହେଉଛି ପରୀକ୍ଷା । ପରୀକ୍ଷା ଦେବେ ୫ ଲକ୍ଷ ୧୦ ହଜାର ପରୀକ୍ଷାର୍ଥୀ । ୩ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ହେବ । ବୋର୍ଡ ଅଫିସରେ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରେଇ ଏ ନେଇ ସୂଚନା ଦେଇଛନ୍ତି ।
Sense and Sensible