ଭାରତ –ଆମେରିକା ସମ୍ପର୍କ ଅତୁଟ । ଭାରତ –ଆମେରିକା ମେଗା ସମ୍ପର୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦିଙ୍କ ଆଲୋଚନା । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି –ଟ୍ରମ୍ପଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା । ଭାରତ – ଆମେରିକା ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ଵାନ । ୨୦୩୦ ସୁଧା ଦୁଇ ଦେଶ ମଧ୍ୟରେ ୫ ସହ ବିଲିୟନ ଡଲାର ଟ୍ରେଡ ଲକ୍ଷ ।
