କାଲିଠୁ ସୁଭଦ୍ରା ଶକ୍ତି ମେଳା

ଆସନ୍ତାକାଲିଠୁ ଭୁବନେଶ୍ଵରରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ରାଜ୍ୟବ୍ୟାପୀ ଏସଏଚଜି ମହିଳା ସାମିଲ ହେବେ । ଏସଏଚଜି ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ନୂଆ ରାସ୍ତା ଦେଖାଇବ ।

Leave a Reply

Your email address will not be published. Required fields are marked *