୧୪ ଘଣ୍ଟା ହେଲା ଜଳୁଛି ଜେଟି ।ଉପରୁ ଲିଭିଛି ଭିତରୁ କୁହୁଳୁଛି । ଆଜି କୁହୁଳି କୁହୁଳି ଜଳୁଛି ୧୦ରୁ ଅଧିକ ମାଛଧରା ବୋଟ । ପ୍ରତି ବୋଟରେ ଡିଜେଲ ଲୋଡ ଥିବାରୁ ନିଆଁ ଆୟତ୍ତ ହେଉନି ସୂଚନା । ଏବେ ଯାଏଁ ଆୟତ୍ତ ହୋଇପାରିନି ନିଆଁ ।