ପ୍ରଶ୍ନକାଳ ଆରମ୍ଭରୁ ବିରୋଧ

ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ବିରୋଧ । ନାରୀ ଅସୁରକ୍ଷିତ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ବିଧାନସଭା ପରିସରର ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସର ଧାରଣା ।

Leave a Reply

Your email address will not be published. Required fields are marked *