ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ

ଆତଙ୍କବାଦୀ ଆକ୍ରମଣ ସ୍ଥଳରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ ଶାହା । ସ୍ଵତନ୍ତ୍ର ବିମାନରେ ଯାଇ ଆକ୍ରମଣ ସ୍ଥଳରେ ପହଞ୍ଚିଲେ । ସାମ୍ନାକୁ ଆସିଲା ପହଲଗାମ ଆତଙ୍କିକ ସ୍କେଚ । ପହଲଗାମ ହମଲା ମାମଲାରେ ଆଜି ସନ୍ଧ୍ୟା ୬ଟାରେ ବସିବ ସିସିଏସ ବୈଠକ ।

Leave a Reply

Your email address will not be published. Required fields are marked *