ଫେରିଲା କୋରନା, ଭୁବନେଶ୍ଵରରେ ଚିହ୍ନଟ

ଭୁବନେଶ୍ଵରରେ ଜଣେ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ଆକ୍ରାନ୍ତ ଜଣଙ୍କ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ନାନାରୋଗରେ ପୀଡିତ ଥିଲେ ।

Leave a Reply

Your email address will not be published. Required fields are marked *