ଇସ୍ତଫା ଦେବେ ମହମ୍ମଦ ୟୁନୁସ

ଇସ୍ତଫା ଦେଇପାରନ୍ତି ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ । ମହମ୍ମଦ ୟୁନୁସ ଖୁବଶୀଘ୍ର ଇସ୍ତଫା ଦବା ନେଇ ବଢିଲା ଚର୍ଚା । ରାଜନୈତିକ ଦଳ ସହ ମତଭେଦ ଯୋଗୁଁ ନେଇପାରନ୍ତି ବଡ ନିଷ୍ପତ୍ତି । ଦେଶର ଅସ୍ଥିରତା ସ୍ଥିତି ଯୋଗୁଁ ପଦରୁ ଇସ୍ତଫା ଦେବା ନେଇ ଚର୍ଚା ।

Leave a Reply

Your email address will not be published. Required fields are marked *