ସପ୍ତାହେ ଯାଏଁ ବର୍ଷା

ରାଜ୍ୟକୁ ଆସୁଛି ବଡ ବର୍ଷା । ଆଗାମୀ ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ବିଭିନ୍ନ ସ୍ଥାନରେ ବହିବ ଝଟକା ପବନ । ଆଜି ସାରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ।

Leave a Reply

Your email address will not be published. Required fields are marked *