ଆଜି ହେବ ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ରାଜ୍ୟରେ ଆଜିଠୁ ୩୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ପବନ ନେଇ ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ । ଦକ୍ଷିଣ ଓଡିଶା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା । ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ । ଆସନ୍ତାକାଲି ଓ ପରଦିନ ସାରା ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ୨୯ ରୁ ୧ ଜୁନ ଯାଏଁ ସମୁଦ୍ରକୁ ଯିବା ପାଇଁ ମନା ।

Leave a Reply

Your email address will not be published. Required fields are marked *