SCO ସମ୍ମିଳନୀରେ ଭାରତର କଡା ଆଭିମୁଖ୍ୟ । ମିଳିତ ଘୋଷଣା ପତ୍ରରେ ସ୍ଵାକ୍ଷର କଲାନି ଭାରତ । ଚୀନରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କୋଠର କଲା ଭାରତ ।ସ୍ଵାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପେହେଲଗାମ ଆତଙ୍କି ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ କଲେ । ଏହାକୁ ଦେଶ (ପାକିସ୍ତାନ) ପ୍ରୟୋଜିତ ଆତଙ୍କି କାର୍ଯ୍ୟ ବୋଲି କହିଲେ । ବାଲୋଚୀ ବିଦ୍ରୋହୀଙ୍କୁ ସମର୍ଥନ ନେଇ ପାକିସ୍ତାନର ଆରୋପକୁ ଖଣ୍ଡନ କଲେ ।
