ଓଡିଶାରେ ଆଉ ଏକ ଲଘୁଚାପ ସମ୍ଭାବନା

ସକ୍ରିୟ ଲଘୁଚାପରେ ଆହୁରି ବର୍ଷିବ । ଆସନ୍ତା ୪ତାରିଖ ଯାଏଁ ଉତ୍ତର ପଶ୍ଚିମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲେ । ଅରେଞ୍ଚ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ୨୪ ଘଣ୍ଟାରେ ମୟୂରଭଞ୍ଜ ,କେନ୍ଦୁଝର , ସୁନ୍ଦରଗଡ , ସମ୍ବଲପୁରରେ ବର୍ଷା । ବର୍ଷାରେ ଭିଜିବ ନବରଙ୍ଗପୁର , କଳାହାଣ୍ଡି ଓ କୋରାପୁଟ ।

Leave a Reply

Your email address will not be published. Required fields are marked *