Sense and Sensible
ତିନିରଥ ଉପରେ ହେବ ଅଧରପଣା ନୀତି । ୯ଟି ଅଧରପଣା ହାଣ୍ଡିକୁ ଭାଙ୍ଗିବାର ପରମ୍ପରା ରହିଛି । ପାର୍ଶ୍ଵ ଦେବାଦେବୀ ଓ ଅଶରୀରୀଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯିବ । ଅଧରପଣା ହାଣ୍ଡିକୁ ଭାଙ୍ଗି ଅଶରୀରୀଙ୍କୁ ଉତ୍ସର୍ଗ କରାଯିବ । କାଲି ହେବ ନୀଳାଦ୍ରିବିଜେ ,ବଡଦେଉଳକୁ ଫେରିବେ ଶ୍ରୀଜିଉ ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.