୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା । ୧୪ ଦେଶ ଉପରେ ନୂଆ ଟାରିଫ ପ୍ଳାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଘୋଷଣା ହେବ ନୂଆ ଟାରିଫ ପ୍ଳାନ । ୧୪ ଦେଶକୁ ଚିଠି ଲେଖି ଜଣାଇଲେ ଟ୍ରମ୍ପ । ଆମେରିକାରେ ୧୪ ତି ଦେଶର ବିଭିନ୍ନ ଉତ୍ପାଦ ଉପରେ ଲାଗିବ ଶୁଳ୍କ । ଜାପାନ ,ଦ.କୋରିଆ, ମାଲେସିଆ ,କଜାକସ୍ତାନ ଉପରେ ୨୫ %,ଦ॰ ଆଫ୍ରିକା ,ବୋସନିଆ ଉପରେ ୩୦%,ଇଣ୍ଡୋନେସିଆକୁ ୩୨% ଟାରିଫ । ବାଂଲାଦେଶ ଓ ସର୍ବିଆ ଉପରେ ୩୫ %, କମ୍ବୋଡିଆ ଓ ଥାଇଲାଣ୍ଡ ଉପରେ ୩୬ % ଟାରିଫ । ମିଆଁମାର ଓ ଲାଓସ ଉପରେ ସର୍ବାଧିକ ୪୦ ପ୍ରତିଶତ ଟାରିଫ ।

Leave a Reply

Your email address will not be published. Required fields are marked *