ଓଡିଶାରେ ‘କୁପୋଷଣ ମୁକ୍ତ ଭାରତ ‘ ଯୋଜନା ଶୁଭାରମ୍ଭ । ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ସୁଭଦ୍ରା ଭବନ ଠାରେ ଶୁଭାରମ୍ଭ । ୨ ଶହ ‘ପୋଷଣ କିଟ ‘ ବଣ୍ଟନ କଲେ ଉପମୁଖ୍ୟମନ୍ତ୍ରୀ କେଭି । ରାଜ୍ୟର ୧୭ ହଜାର ମହିଳା ଓ ଶିଶୁକୁ ପୋଷଣ କିଟ ବଣ୍ଟାଯିବ ।
Sense and Sensible