ପୁଣି ଥରେ ବନ୍ୟା ସ୍ଥିତି ସୃଷ୍ଟି ଆଶଙ୍କା

ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ଉପରେ ଜଳକାର ଜଳସ୍ତର । ବାଲେଶ୍ଵରର ୧୦ ଟି ପଞ୍ଚାୟତ ପ୍ରଭାବିତ ହେବା ସମ୍ଭାବନା । ବିପଦ ସଂକେତ ଉପରେ ଜଳକା ଓ ବୁଢାବଳଙ୍ଗ ନଦୀ ଜଳସ୍ତର । ଲଗାଣ ବର୍ଷା ଯୋଗୁ ବଢୁଛି ଜଳକା ନଦୀର ଜଳସ୍ତର ।

Leave a Reply

Your email address will not be published. Required fields are marked *