ଆଇଇଡି ବିସ୍ଫୋରଣରେ ଯବାନ ଗୁରୁତର

ଛତିଶଗଡ ଦନ୍ତେୱାଡେରେ ଆଇଇଡି ବିସ୍ଫୋରଣ । ଆଇଇଡି ବିସ୍ଫୋରଣରେ ୨ ସିଆରଏଫ ଯବାନ ଗୁରୁତର । ଦିବାନ ସିଂ ଗୁର୍ଜର ଓ ଆଲମ ମୁନେଶ ଗୁରୁତର । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ।

Leave a Reply

Your email address will not be published. Required fields are marked *