କିଛିସମୟ ପରେ ଦିଲ୍ଲୀରେ ଶପଥ ସମାରୋହ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା ।ସେ ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ରହିଥିଲେ । ପରଭେଶ ବର୍ମା ଦିଲ୍ଲୀର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେ ପଶ୍ଚିମ ଦିଲ୍ଲୀ ଆସନରୁ ଲଗାତାର ସାଂସଦ ରହିଥିଲେ । ରାମଲିଳା ମଇଦାନରେ ବ୍ୟାପକ ଆୟୋଜନ । ବିଜେପି ନେତା ସହ ଏନଡ଼ିଏ ନେତାବି ସାମିଲ ହେବେ । ୨୬ ବର୍ଷ ପରେ ପୁଣି ଦିଲ୍ଲୀରେ ବିଜେପି ସରକାର । ରେଖାଙ୍କ ସହ ଆଉ କିଛି ନେତା ବି ଶପଥ ନେବେ । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
