ଧର୍ମ ମାସରେ ଆକାଶ ଛୁଆଁ ପରିବା ଦର : ରୋଷେଇ ହାଣ୍ଡିରେ ଚଡ଼କ; ଆଳୁ, ପିଆଜ ଛାଡ଼ି ୭୦ ଉପରେ ସବୁ ପରିବା

 ଆରମ୍ଭ ହୋଇଛି ଧର୍ମ ମାସ । ଅଧିକାଂଶ ପରିବାରରେ ମାସକ ପାଇଁ ପସେନି ଆମିଷ । ଠିକ୍ ଏତିକି ବେଳେ ଆକାଶ…

ମସ୍‌ଜିଦରେ ନମାଜ ପାଠ ବେଳେ ଆକ୍ରମଣ: ଭଙ୍ଗାରୁଜା ସହ ହତ୍ୟା ଧମକ,୧୨ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁୁଜୁ

ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମରେ ଏକ ମସ୍‌ଜିଦ୍‌ରେ ନମାଜ ପାଠ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣ । ଘଟଣାରେ ଗୁରୁଗ୍ରାମ ପୁଲିସ ଡଜନରୁ ଅଧିକ…

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୭ କୋଭିଡ୍ ପଜିଟିଭ୍

୧୩।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ…

କାର୍ତ୍ତିକ ପ୍ରଥମ ସୋମବାର, ଧବଳେଶ୍ୱରଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ

୧୦/୧୦: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଧାର୍ମିକ ବିଶ୍ବାସ ରହିଛି ଯେ ଏହି ଦିନ ଦେବ ଦେବ ମହାଦେବଙ୍କୁ…

କୁମାରୀ ବେଶରେ ଦର୍ଶନ ଦେବେ ମା’ ଚର୍ଚ୍ଚିକା : ୧୦୮ ଗରା ଶୁଦ୍ଧ ଜଳରେ ସ୍ନାନ କରିବେ ମା’

ଆଜି କୁମାରପୂର୍ଣ୍ଣିମା । ବାଙ୍କୀର ଅଧିଷ୍ଠାତୀ ମା’ ଚର୍ଚ୍ଚିକା କୁମାରୀ ବେଶରେ ଦର୍ଶନ ଦେବେ । ମହାନଦୀରୁ ୧୦୮ ଗରା ଜଳରେ…

କଠିନ ପରିଶ୍ରମ ଓ ନିଷ୍ଠାକୁ ମିଳିଲା ସଫଳତା, ୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ

ପ୍ରକାଶ ପାଇଛି ଓଏଏସ ପରିକ୍ଷା ଫଳ । ଏଥିରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ…

ଆସୁଛି ଆଉ ଏକ ଲଘୁଚାପ ! କୁମାର ପୂର୍ଣ୍ଣିମାରେ ବି ବର୍ଷିବ

୦୮।୧୦ : ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା…

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍

ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି…

ଲଘୁଚାପ ପ୍ରଭାବରେ ବର୍ଷା ଜାରି : ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଦୁର୍ବଳ ହୋଇଛି ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ହେଲେ ଏବେ ବି ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ।…

ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା: ୩ ବର୍ଷରେ ଗଲାଣି ୬ ବିଧାୟକଙ୍କ ଜୀବନ

ବିଜେଡିର ଅନ୍ୟତମ ଟାଣୁଆ ତଥା ବିଜୁ ବାବୁଙ୍କ ଅମଳରୁ ରାଜନୀତିରେ ସକ୍ରିୟ ଥିବା ଆଉ ଜଣେ ନେତା, ପଦ୍ମପୁରର ବିଧାୟକ ବିଜୟ…