ଆଜି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥିଙ୍କ ଜନ୍ମଦିନ।

୧୯୩୧ ମସିହାରେ ସେ ଜନ୍ମ ହୋଇଥିଲେ। ଜୁନ୍‍ ୧୯୭୨ରୁ ୧୯୭୬ ଯାଏ ସେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରଦାୟିତ୍ୱ ଗ୍ରହଣ କରିଥିଲେ। ଆଠବର୍ଷ ବୟସରୁ ନନ୍ଦିନୀ ସ୍ୱଦେଶୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ୟୁନିୟନ୍‍ ଜାକ୍କୁର ହଟାଇ ପୁଲିସ ନିର୍ଯାତନାର ଶିକାର ହୋଇଥିଲେ।

Leave a Reply

Your email address will not be published. Required fields are marked *