ଜୁଲାଇ ୨୧ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା l ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ www.bseodisha.ac.in କୁ ଯାଇ ସେମାନଙ୍କ ଆଡ୍ମିଟ୍ କାର୍ଟ ଡାଉନ୍ଲୋଡ୍ କରିପାରିବେ। ଏଥର ୯୭୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।

Sense and Sensible