ଆଜି ନିଟ୍ ବିବାଦ ନେଇ ବିଭିନ୍ନ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଟ୍ ୟୁଜି ଟେଷ୍ଟରେ ଅନିୟମିତତା, ଫଳ ନେଇ ବିବାଦ ନେଇ ଆଗତ ବିଭିନ୍ନ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଜୁଲାଇ ୪ରେ ଫଳ ପ୍ରକାଶ ପରେ ଏହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ଅସନ୍ତୋଷ।

Sense and Sensible