ଭାରତରେ ୬୦% ବଢିଲା ମର୍ସିଡିଜ୍ ଇଲେକ୍ଟ୍ରିକ୍ କାର୍ ବିକ୍ରି

ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ୬୦% ବଢିଲା ମର୍ସିଡିଜ୍ ଇଲେକ୍ଟ୍ରିକ୍ କାର୍ ର ବିକ୍ରି l ଚଳିତ ବର୍ଷ ୬ ମାସରେ ଅନ୍ୟ ଲଗୁଜୁରି ଇ-କାର ବଦଳରେ ଭାରତରେ ମର୍ସିଡିସ୍ ବେଞ୍ଜର ଇଲେକ୍ଟ୍ରୋନିକ୍ କାର ବିକ୍ରି ୬୦ ପ୍ରତିଶତ ବଢ଼ିଛି।

Leave a Reply

Your email address will not be published. Required fields are marked *