ବଢ଼ିଲା ବାୟୁସେନାର ବଳ। ସାମିଲ ହେଲା ପ୍ରଥମ ସ୍ୱଦେଶୀ ଲାଇଟ କମ୍ବାଟ ହେଲିକପ୍ଟର ‘ପ୍ରଚଣ୍ଡ’।

ବଢି଼ଲା ବାୟୁସେନାର ବଳ । ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଏହି ଏଲସିଏଚର…

୫ଜି ବଦଳାଇଦେବ ଜୀବନ? କମ ସମୟରେ ହୋଇପାରିବ ଅନେକ କଠିନ କାମ !

୧ ଅକ୍ଟୋବରରେ ଦେଶକୁ ଆସିଛି ୫ଜି । ୫ଜି ଆସିବା ପୂର୍ବରୁ ବିଶେଷଜ୍ଞ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ କଳ୍ପନା ଜଳ୍ପନା…

ମଝି ଆକାଶରେ ବୋମା ଭୟ। ଚାଇନାରେ ବିମାନ କଲା ଅବତରଣ।

ଆକାଶରେ ଉଡୁଥିଲା ବିମାନ । ହଠାତ୍ ବିମାନରେ ବୋମା ଥିବା ନେଇ ଆସିଲା ସୂଚନା । ଇରାନର ତେହେରାନରୁ ଚୀନର ଗୁଆଙ୍ଗଝୁ…

ଟିମ ଇଣ୍ଡିଆର ଆଶାରେ ପଶିଲା ପାଣି: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ବୁମରା 

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ…

ପ୍ରତିକୂଳ ପାଗ ପାଇଁ ଫିକା ପଡିଲା ପାର୍ବଣ

ଲଘୁଚାପ ପ୍ରଭାବରେ ରବିବାର ଦିନ ବାଲେଶ୍ୱରରେ ବର୍ଷା ଆରମ୍ଭ ହେଇଯାଇଛି । ଗୋଟିଏ ପଟେ ମାଆ ଦୁର୍ଗାଙ୍କ ଆରାଧନା ଆରମ୍ଭ ହେଉଥିବା…

Durga Puja Wishes I Sangram Keshari Parida I Editor …. The Kalinga Post

Durga Puja Wishes I Sj. Swarup Kumar Das I MLA Sadar Balasore

ଆଜି ଠାରୁ ଆରମ୍ଭ ହେବ ୫ ଜି ସେବା । ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରୁ ଆରମ୍ଭ ହେବ ୫ ଜି ସେବା

ମୟୁରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ହେବ ପରେ ବାମନଘଟି ଉପଖଣ୍ଡ ଅଂଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲୁ…

୨ରୁ ଜମିବ ଦାଣ୍ଡିଆ ନାଇଟ୍ସ

ଆସୁଛନ୍ତି ଦେବୀ …. ଆରମ୍ଭ ହୋଇଯାଇଛି ନବରାତ୍ରି । ଏଥିପାଇଁ ସଜେଇ ହେଲାଣି ବାଲେଶ୍ୱର ସହର। ଏବେଠୁ ରଙ୍ଗ ବେରଙ୍ଗ ଲାଇଟରେ…

ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

 IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ । IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା,…