ବିଶ୍ବାସ ସାମାଜିକ ସଂଗଠନ ପକ୍ଷରୁ ସଂକଳ୍ପ ଯାତ୍ରା

ଜଳେଶ୍ଵର ବ୍ଲକ ଅନ୍ତର୍ଗତ “ପାଇକସିଦା ” ଗ୍ରାମପଞ୍ଚାୟତରେ ପାଇକସିଦା ଗ୍ରାମଠାରେ “ବିଶ୍ଵାସ ସାମାଜିକ ସଂଗଠନ” ଆନୁକୁଲ୍ୟରେ ନିଶାମୁକ୍ତ ଅଭିଯାନ “ନିଶା କୁ…

ଏଥର ସ୍ୱତନ୍ତ୍ର ହେବ ସାଧାରଣତନ୍ତ୍ର ଦିବସ । ଲାଲକିଲ୍ଲାରେ ଦେଖାଯିବ ମହିଳା ସଶକ୍ତିକରଣ ଝଲକ, କେବଳ ମହିଳା କରିବେ ପରେଡ୍ ।

୨୦୨୪ ସାଧାରଣତନ୍ତ୍ର ଦିବସକୁ ଖାସ୍ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର…

ରଥ କାମ ପାଇଁ ଚଳଚଞ୍ଚଳ ରଥଖଳା । ଚାଲିଛି ଚକ ତୁମ୍ବରେ ଅଖ ବିନ୍ଧା କାମ ।

ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର ଦୁଇଟି ଲେଖାଏଁ ନାହାକା ଚକର ନିର୍ମାଣ କାମ ଶେଷ ହୋଇଛି ।…

କେରଳରେ ଭୟଙ୍କର ଦୁର୍ଘଟଣା । ଡଙ୍ଗାବୁଡି ଚାଲିଗଲା ୨୧ ଜୀବନ, ଅନେକ ନିଖୋଜଙ୍କ ମିଳୁନି ପତା

କେରଳରୁ ଆସିଛି ଭୟଙ୍କର ଚିତ୍ର । ଡଙ୍ଗା ବୁଡି ୨୧ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା…

ବାୟୁସେନାର ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ

ପୁଣି ଦୁର୍ଘଟଣାଗସ୍ତ ହେଲା ବାୟୁସେନାର ଆଉ ହେଲିକ୍ୟାପ୍ଟର । ଘର ଉପରେ ଖସିପଡିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ।…

ଅସହ୍ୟ ଗୁଳୁଗୁଳି । ସନ୍ତୁଳି ହେଉଛି ରାଜଧାନୀ

ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ୩୧ ଡିଗ୍ରୀ ଛୁଇଁଲା…

ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ସ୍ପଷ୍ଟ ହେବ ବାତ୍ୟାର ତୀବ୍ରତା ଓ ଗତିପଥ 

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୯ ତାରିଖ ବେଳକୁ…

ନକଲି ୱେବସାଇଟ ଜରିଆରେ ତିରୁପତି ତିରୁମାଲା ଭକ୍ତଙ୍କୁ ଠକେଇର ପର୍ଦ୍ଦାଫାଶ, ମନ୍ଦିର ପ୍ରଶାସନର ଅଭିଯୋଗ ପରେ ୪୧ଟି ନକଲି ୱେବସାଇଟକୁ ବନ୍ଦ

ଭକ୍ତଙ୍କୁ ବି ଛାଡ଼ିଲେନି ସାଇବର ଠକ । ଆନ୍ଧ୍ରପ୍ରଦେଶରରେ ୪୧ ଟି ନକଲି ୱେବସାଇଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ । ତିରୁପତି…

ଆଜି ଝାରସୁଗୁଡ଼ାରେ ହେବ ଧୂଆଁଧାର ପ୍ରଚାର । ମଇଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ରୋଡ ସୋ ଓ ସମାବେଶ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ କମ୍ପିବ ଝାରସୁଗୁଡ଼ା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ପାଇଁ ଆଉ ଦୁଇଦିନ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ…

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ କାଟ ଘଟଣା : ଗଠନ କରଯାଇଛି ୩ ଜଣିଆ କମିଟି । ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ କଟିଯିବାକୁ ନେଇ ଆରମ୍ଭ ହୋଇଛି ତନାଘନା ତଦନ୍ତ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ…