କୋଲକାତାରେ ଆସିବ ନୂଆ ବିଲ୍, (ଅପରାଜିତା ୱିମେନ୍ ଆଣ୍ଡ ଚାଇଲ୍ଡ )।

କୋଲକାତାରେ ଆଜି ଆସିବ ନୂଆ ବିଲ୍, ୧୦ ଦିନରେ ଦୁଷ୍କର୍ମକାରୀ ହେବେ ଦୋଷୀ ସାବ୍ୟସ୍ତ l ଏହି ବିଲର ନାଁ ରହିଛି…

ରେମୁଣା ଅଞ୍ଚଳରେ ଏକ ଘରୁ ନାବାଳିକାର ମୃତ ଦେହ ଉଦ୍ଧାର

ବାଲେଶ୍ଵର ,ରେମୁଣା ଅଞ୍ଚଳରେ ଥିବା ଏକ ଘରୁ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଛି । ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ…

ଲଭ୍‌-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ହେଲା ପାସ୍

ଉତ୍ତର ପ୍ରଦେଶ ବିଧାନସଭାରେ ଲଭ୍‌-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ହେଲା ପାସ୍ l ଏଣିକି ଯଦି କେହି ବ୍ୟକ୍ତି ଧର୍ମ…

ବାଲେଶ୍ଵରରେ  ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ

ବାଲେଶ୍ଵରରେ ଆଜି ଠାରୁ କର୍ଫ୍ୟୁ କୋହଳ ହେବା ସହ ମୋବାଇଲ୍‌ ଇଣ୍ଟରନେଟ୍‌ ମିଳିବା ନେଇ ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକ୍‌ରେ ସୂଚନା…

ବାଲେଶ୍ଵର ସହରରେ କର୍ଫ୍ୟୁ

ବାଲେଶ୍ଵରରେ ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଛି । ପୋଡା ଜଳା ପରେ…

ପଶ୍ଚିମବଙ୍ଗରେ ମର୍ମନ୍ତୁତ ଟ୍ରେନ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଙ୍ଗ ଜିଲ୍ଲା ସିଲିଗୁଡି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ସହ ମାଲବାହୀ ଟ୍ରେନ ଧକ୍କା । ରେଳଧାରଣାରୁ ଖସିପଡିଲା ବଗି ।…

ଆସନ୍ତାକାଲି ଶପଥ ନେଲେ ନରେନ୍ଦ୍ର ମୋଦୀ

ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାରେ ଶପଥ ନେଲେ ନରେନ୍ଦ୍ର ମୋଦୀ । ମୋଦୀଙ୍କ ସହ ୭୧ଜଣ…

ରବିବାର(ଜୁନ ୯) ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ

ରବିବାର(ଜୁନ ୯) ସନ୍ଧ୍ୟା ୭.୧୫ରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ ,ତାଙ୍କ ସହ ଅନ୍ୟ କ୍ୟାବିନେଟ…

|| ଗରିବଙ୍କୁ ଠକୁଛନ୍ତି ସରକାର ||

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ  ଅନ୍ତର୍ଗତ ସୁଗୋ ପଞ୍ଚାୟତ ର ମା ଗ୍ରାମରେ ୧୧ ନମ୍ବର ୱାର୍ଡର ୨୦୦ରୁ ଅଧିକ ପରିବାର ଆଜିବି ମୌଳିକ ବ୍ୟବସ୍ଥାରୁ ବଞ୍ଚିତ । ନା ଅଛି ଶୌଚାଳୟ, ନା ଅଛି ପିଇବା ପାଣି, ପକ୍କା ରାସ୍ତା ନାହିଁ କିମ୍ବା ପକ୍କାଘର ଯୋଜୋନାରୁ ବଞ୍ଚିତ |